ସ୍ତନ କର୍କଟ ରୋଗ: ପ୍ରତିରୋଧ ଓ ଚିକିତ୍ସା

ସ୍ତନ କର୍କଟ ବା ବ୍ରେଷ୍ଟ୍‌ କ୍ୟାନ୍ସର ମହିଳାମାନଙ୍କଠାରେ ସାଧାରଣ ଅଟେ । ମହିଳାଙ୍କ କ୍ଷେତ୍ରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ବ୍ରେଷ୍ଟ କ୍ୟାନ୍ସର(Breast Cancer) ବା ସ୍ତନ କର୍କଟ ଆଉ ଏକ ଜଟିଳ ସମସ୍ୟା । ତେବେ ଅନେକ ମହିଳା ସ୍ତନ କର୍କଟ ବିଷୟରେ ଜାଣିପାରିନଥାନ୍ତି ଫଳରେ ଅନେକ ସମୟରେ ଅସୁବିଧା ଭୋଗିବାକୁ ପଡିଥାଏ । ଯଦି ଠିକ୍‌ ସମୟରେ ଏହାର ଚିକିତ୍ସା କରାଯାଏ ତେବେ ଏହା ଜୀବନ ମଧ୍ୟ ବଞ୍ଚିଯାଇପାରେ । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ ଆମେ ସ୍ତନ କର୍କଟ ରୋଗକୁ କିଭଳି ଚିହ୍ନଟ କରିବା ? ସ୍ତନ କର୍କଟ ବା ବ୍ରେଷ୍ଟ୍‌ କ୍ୟାନ୍ସର ଲକ୍ଷଣ ଏବଂ ପ୍ରତିକାର ବିଷୟରେ ଜାଣନ୍ତୁ |


ସ୍ତନ କର୍କଟ ବା ବ୍ରେଷ୍ଟ୍‌ କ୍ୟାନ୍ସର



Comments

Popular posts from this blog

The Importance of Choosing the Right MRI Scan Centre

Choosing the Right Path to Diagnosis: Bhubaneswar's Top CT Scan Centers